ଶ୍ରୀମନ୍ଦିର ସୁରକ୍ଷା ଲଢେଇରେ ହାଇକୋର୍ଟ ବାର୍ ସହଯୋଗ ଲୋଡିଲା ଶ୍ରୀଜଗନ୍ନାଥ ସେନା

କଟକ: ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ସହଯୋଗ ଓ ସମର୍ଥନ ଲୋଡାଯାଇଛି। ଏ ନେଇ ଶ୍ରୀଜଗନ୍ନାଥ ସେନା ତରଫରୁ ହାଇକୋର୍ଟ ବାର୍‌କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ହାଇକୋର୍ଟର ଆଇନଜୀବୀଙ୍କ ସହିତ ଆଲୋଚନା କରିବା ସହିତ ଶ୍ରୀମନ୍ଦିର ମନ୍ଦିର ସୁରକ୍ଷା ପ୍ରସଂଗରେ ସହଯୋଗ କରିବାକୁ କହିଥିଲେ। ଏହି ଅବସରରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ … Continue reading ଶ୍ରୀମନ୍ଦିର ସୁରକ୍ଷା ଲଢେଇରେ ହାଇକୋର୍ଟ ବାର୍ ସହଯୋଗ ଲୋଡିଲା ଶ୍ରୀଜଗନ୍ନାଥ ସେନା